ସ୍ବତନ୍ତ୍ର ଭିଜଲାନ୍ସ କୋର୍ଟରେ ହାଜର ହେଲେ ଡାବୁଗାଁ ବିଧାୟକ

କୋରାପୁଟ ଜିଲ୍ଲା ଜୟପୁରର ସ୍ବତନ୍ତ୍ର ଭିଜଲାନ୍ସ କୋର୍ଟରେ ହାଜର ହୋଇଛନ୍ତି ଡାବୁଗାଁ ବିଧାୟକ ମନୋହର ରନ୍ଧାରି ।

ବିଧାୟକ ସରକାରୀ ଅର୍ଥ ଆତ୍ମସାତ୍‌ କରିଥିବା ଅଭିଯୋଗ ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes