ସ୍ବଚ୍ଛତାର ସହ ନିର୍ଭୁଲ ଗଣତି ଚାଲିଛି : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଆଜିର ଗଣତି ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ସମ୍ପୂର୍ଣ୍ଣ ସ୍ବଚ୍ଛତା ଓ ନିର୍ଭୁଲ ଭାବରେ ଗଣତି ଜାରି ରହିଛି, ଏପର୍ଯ୍ୟନ୍ତ ମହାପ୍ରଭୁଙ୍କ କୃପାରୁ କୌଣସି ପ୍ରକାର ସମସ୍ୟା ହୋଇନି। ଚଳନ୍ତି ଭଣ୍ଡାର ଓ ବାହାର ରତ୍ନଭଣ୍ଡାର ଗଣତି ସ୍ବଚ୍ଛତାର ସହ ସରିଛି। ୧୯୭୮ ତାଲିକା ସହ ସମ୍ପୂର୍ଣ୍ଣ ଭାବେ ସଠିକ୍‌ ମେଳକ ହୋଇଛି, ତେଣୁ ଯେଉଁ ମହାନ ବ୍ୟକ୍ତି ୧୯୭୮ ଗଣତିରେ ସାମିଲ ଥିଲେ ସମସ୍ତଙ୍କୁ ନମନ, ଆଜି ପର୍ଯ୍ୟନ୍ତ ଗଣତି ଓ ମେଳକରେ କୌଣସି ସମସ୍ୟା ହୋଇନି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes