ସ୍ବଚ୍ଛତାରେ ଗଞ୍ଜାମର ଚିକିଟି ସାରା ଦେଶରେ ଦ୍ବିତୀୟ

୨୦ ହଜାରରୁ କମ୍‌ ଜନସଂଖ୍ୟା ବର୍ଗରେ ଦ୍ବିତୀୟ ଶ୍ରେଷ୍ଠ ସ୍ଥାନ ହୋଇଛି।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରସ୍କାର ପ୍ରଦାନ କରିଥିବା ବେଳେ ପୁରସ୍କାର ଗ୍ରହଣ କଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes