କାମ ପାଇଁ ପାୱାର ଅଫ୍ ଅଟର୍ଣ୍ଣି ନେଇଥିବା ଦୀପକ ଅଗ୍ରୱାଲଙ୍କୁ ମଧ୍ୟ ଗିରଫ କରିଛି ଭିଜିଲାନ୍ସ।
ସୋନପୁରରେ ୧୦୦ ସିଟ୍ ବିଶିଷ୍ଟ ୪ଟି ଛାତ୍ରାବାସ ନିର୍ମାଣ କାମ ନେଇଥିଲେ। ନିର୍ମାଣରେ ସରକାରୀ ଅର୍ଥ ତୋଷରପାତ ଅଭିଯୋଗରେ ସେ ଗିରଫ ହୋଇଛନ୍ତି।
Credible Local News of Odisha