ସ୍ପଞ୍ଜ ଆଇରନ କାରଖାନାରେ ୩ ଶ୍ରମିକଙ୍କ ମୃତ୍ୟୁ

ଅନୁଗୁଳ ନିଶା ଥାନା ଅଞ୍ଚଳରେ ଥିବା ଏକ କାରଖାନାରେ ଅଘଟଣ ଘଟିଛି।ମେସିନ କ୍ଲିନ୍ କରୁଥିବା ସମୟରେ ଘଟଣା ଘଟିଥିବା ସୂଚନା ମିଳିଛି ହିନ୍ଦୋଳ ମେଡିକାଲ୍‌ରେ ମୃତ ଘୋଷଣା କଲେ ଡାକ୍ତର। ମୃତକଙ୍କ ପରିଚୟ ମିଳିପାରିନାହିଁ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes