ଅନୁଗୁଳ ଜିଲ୍ଲା ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘର ସଭାପତି ତଥା ଯୁବ ବିଜେପି ନେତା ଇଂ ମନୋଜ ପ୍ରଧାନଙ୍କ ନେତୃତ୍ୱରେ ଆଜି ସକାଳ ୧୦ ଘଟିକା ସମୟରେ ତାଳଚେରର ବେକାରୀ ସମସ୍ୟା, ଖଣି ଗୁଡ଼ିକରେ ୯୦ ଭାଗ ସ୍ଥାନୀୟ ଲୋକମାନଙ୍କୁ ନିଯୁକ୍ତି ଦାବିକୁ ନେଇ ଏମସିଏଲ ଜଗନ୍ନାଥ କ୍ଷେତ୍ର ଠାରେ ଧାରଣା ଦେଇଛନ୍ତି।
Credible Local News of Odisha