ସ୍ତ୍ରୀର ମୃତ୍ୟୁ ପରେ ସ୍ବାମୀର ଆତ୍ମହତ୍ୟା

ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଡାବରୀ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।

କିଡ୍‌ନୀ ରୋଗରେ ପୀଡ଼ିତ ସ୍ତ୍ରୀର ଗତକାଲି ରାତିରେ ମୃତ୍ୟୁ ଘଟିଥିବା ବେଳେ ଏହାକୁ ସହ୍ୟ କରି ନ ପାରି ସ୍ବାମୀ ଆତ୍ମହତ୍ୟା କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes