ସ୍ତ୍ରୀକୁ ହେଲ୍‌ମେଟରେ ପିଟିବା ଅଭିଯୋଗରେ ସ୍ୱାମୀ ଗିରଫ

ବାଲେଶ୍ୱର ଫ୍ୟାମିଲି କୋର୍ଟ ପରିସରରେ ସ୍ୱାମୀ-ସ୍ତ୍ରୀ ପିଟାପିଟି ଘଟଣାରେ ସ୍ୱାମୀକୁ ଗିରଫ କରିଛି ସହଦେବଖୁଣ୍ଟା ଥାନା ପୁଲିସ।

ଗତକାଲି ଫ୍ୟାମିଲି କୋର୍ଟ ପରିସରରେ ଦୁହେଁ ମାଡ଼ ମରାମରି ହୋଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version