ସ୍କୁଲ ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ

ବଲାଙ୍ଗିର ଜିଲ୍ଲା ମୁରିବାହାଲ ତେନ୍ତୁଳିଖୁଣ୍ଟି ସରକାରୀ ସ୍କୁଲରେ ଏହି ଘଟଣା ଘଟିଛି। ମଧ୍ୟାହ୍ନ ଭୋଜନରେ ଝିଟିପିଟି ପଡ଼ିଥିବାରୁ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପାରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes