ସ୍କୁଲ ମଧ୍ୟରେ ମାର୍‌ପିଟ ଘଟଣାରେ ୩ ଶିକ୍ଷକ ନିଲମ୍ବିତ

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଗୋଷାଣୀ ବ୍ଲକ ମାଛମରା ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କ ସମେତ ୩ ଜଣଙ୍କୁ ନିଲମ୍ବିତ କରାଯାଇଛି।

କାଲି ସ୍କୁଲ ପରିସରରେ ଶିକ୍ଷକଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା।କାର୍ଯ୍ୟାନୁଷ୍ଠାନ ଦାବିରେ ସ୍କୁଲରେ ତାଲା ପକାଇଥିଲେ ଗ୍ରାମବାସୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes