ସ୍କୁଲ ବସକୁ ୨.୩୩ ଲକ୍ଷ ଟଙ୍କା ଜରିମାନା

ଆଜି ଚନ୍ଦ୍ରଶେଖରପୁରର ଡମଣା ଛକରେ ଏକ ସ୍କୁଲ ବସକୁ ଯାଞ୍ଚ କରି ପରିବହନ ବିଭାଗ ଅଧିକାରୀ ମାନେ 2.32 ଲକ୍ଷ ଟଙ୍କା ଜରିମାନା କରିବା ସହ ବସଟିକୁ ଜବତ କରିଛନ୍ତି l

ବକେୟା ଟିକସ ବାବଦକୁ 2 ଲକ୍ଷ ଟଙ୍କା ଏବଂ ପରମିଟ ଓ ପଲ୍ୟୁସନ ସାର୍ଟିଫିକେଟ ପାଇଁ 29 ହଜାର ଟଙ୍କା ଜରିମାନା କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes