ସ୍କୁଲ ବସକୁ ଚାରି ଲକ୍ଷ ଟଙ୍କା ଜରିମାନା

ଆଜି ଠାରୁ ରାଜ୍ୟବ୍ୟାପୀ ସ୍କୁଲ ବସ ଗୁଡିକର ପରମିଟ, ଫିଟନେସ ଏବଂ ଅନ୍ୟାନ୍ୟ କାଗଜପତ୍ରକୁ କଡାକଡି ଯାଞ୍ଚ କରାଯାଉଛି l

ଏହି ଅବସରରେ କୋରାପୁଟ ଜିଲ୍ଲାର ସେମିଳିଗୁଡାରେ ଏକ ବସର ଆବଶ୍ୟକ କାଗଜପତ୍ର ନ ଥିବାରୁ ପରିବହନ ବିଭାଗ ପକ୍ଷରୁ ଚାରି ଲକ୍ଷ ଟଙ୍କା ଜରିମାନା କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes