ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥରେ ଯାତାୟତ ଠପ୍ ହୋଇ ପଡ଼ିଛି। ଗତ ୯ରେ ପଞ୍ଚମ ଶ୍ରେଣୀର ଛାତ୍ରଙ୍କ ମୃତ୍ୟୁ ହୋଇଥିଲା। ମଧ୍ୟାହ୍ନ ଭୋଜନ ଖାଇବା ପରେ ଶୌଚ ହେବାକୁ କହି ନିଖୋଜ ହୋଇଯାଇଥିଲେ।ପର ଦିନ ସ୍କୁଲ ପାଖ ଏକ ପରିତ୍ୟକ୍ତ ଚୁଆରୁ ମିଳିଥିଲା ଛାତ୍ର ମୃତଦେହ।
Credible Local News of Odisha