ସ୍କୁଲ ଅଟୋ ଦୁର୍ଘଟଣା, ଛାତ୍ରୀଙ୍କ ମୃତ୍ୟୁ ( ଅପଡେଟ୍)

ଆଜି ବାସୁଦେବପୁର ସ୍ଥିତ ସ୍ଥାନୀୟ ମଣ୍ଡାରୀ ନିକଟରେ ଶିଶୁ ବିହାର ସ୍କୁଲ ଅଟୋ ଓଲଟି ଘଟଣା ସ୍ଥଳରେ ଜଣେ ଛାତ୍ରୀ ମୃତ ହୋଇ ଥିବା ବେଳେ ତିନିରୁ ଅଧିକ ଛାତ୍ର ଛାତ୍ରୀ ବାସୁଦେବପୁର ଗୋସ୍ଥି ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ହେଉଥିବାର ଦେଖାଦେଇଛି।

ମୃତ ଛାତ୍ରୀ ଜଣକ ଇମାନି ରାଉଳ, ଶ୍ରେଣୀ ପଞ୍ଚମ ବୋଲି ଜଣା ଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes