ସ୍କୁଲ୍ ଗଶେଶ ମୂର୍ତ୍ତି ଭସାଣି ବେଳେ ପୋଖରୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ ଘଟିଛି। ଯାଜପୁର ପାଣିକୋଇଲି ଥାନା ରଙ୍ଗରଙ୍ଗା ଗାଁରେ ପୋଖରୀରେ ବୁଡ଼ି ଛାତ୍ର ପ୍ରାଣ ହରାଇଛନ୍ତି। ମୃତକ ପ୍ରହ୍ଲାଦ ଉଚ୍ଚବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର।
Credible Local News of Odisha