ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ଚାନୁଟୋମାଲ ଗାଁ ସ୍କୁଲ୍ ପଛପଟୁ ହାତୀ ମୃତଦେହ ଠାବ ହୋଇଛି।
ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଗତ ଦେଢ଼ବର୍ଷ ହେଲା ଏହି ଅଞ୍ଚଳରେ ୩୫ ଟିକିଆ ହାତୀପଲ ରହୁଛନ୍ତି।
Credible Local News of Odisha