ସ୍କୁଟିକୁ ଧକ୍କା ଦେଇ ରାସ୍ତା ପାଲଟିଲା ଟ୍ରକ୍

କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଜଡି ଚାତର ନିକଟରେ ଏକ ସ୍କୁଟିକୁ ଧକ୍କା ଦେଇ ଟ୍ରକ୍ ରାସ୍ତା କଡ଼ରେ ଓଲଟି ପଡ଼ିଥିବା ଜଣାପଡ଼ିଛି।

ଫଳରେ ସ୍କୁଟି ଚାଳକ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଥିବା ବେଳେ ଟ୍ରକ୍ ଚାଳକ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ଘଟାଇ ଥିବା ଟ୍ରକ୍ ନମ୍ୱର୍ ଓଡି ୦୨ଏଚ୭୬୬୬ ବୋଲି ଜଣାପଡିଛି। ପୁଲିସ ଘଟଣାର ତଦନ୍ତ କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version