ସୌରଚାଳିତ ପାଣି ଟାଙ୍କିରେ ସୋଲାର ପ୍ଲେଟ ଚୋରି

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅନ୍ତର୍ଗତ ପିଙ୍ଗୁ ଗ୍ରାମରେ ଥିବା ସୌରଚାଳିତ ପାଣି ଟାଙ୍କିରେ ଲାଗିଥିବା ସୋଲାର ପ୍ଲେଟ ଗୁଡିକ ଚୋରି ହୋଇଥିବା ଆଜି ଦେଖିବାକୁ ମିଳିଛି ।

ଏହି ପାଣି ଟାଙ୍କି ଯୋଗେ ୨୦ରୁ ୩୦ ପରିବାର ଏହି ପାଣି ଟାଙ୍କିରୁ ପାଣି ନେଇ ବ୍ୟବହାର କରିଥାନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes