ଜିଆର୍ପି କନଷ୍ଟେବଲ୍ ସୌମ୍ୟ ହତ୍ୟା ଘଟଣାରେ ପରିବାର ଲୋକେ ଭୁବନେଶ୍ବର ଲୋୟର ପିଏମ୍ଜିରେ ସୌମ୍ୟଙ୍କ ପରିବାର ଲୋକେ ଧାରଣା ଦେଇଛନ୍ତି।
ନ୍ୟାୟ ଦାବିରେ ଧାରଣା ଦେଇଛନ୍ତି।ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦାବି କରିବା ସହ କ୍ରାଇମବ୍ରାଞ୍ଚ ତଦନ୍ତରେ ଭରସା ନଥିବା କହିଲେ ସୌମ୍ୟଙ୍କ ମାଆ।
Credible Local News of Odisha