ସୌମେନ୍ଦ୍ର ପ୍ରିୟଦର୍ଶୀ ହେଲେ ଗୁଇନ୍ଦା ନିର୍ଦ୍ଦେଶକ

ସନ୍ତୋଷ ବାଲାଙ୍କୁ ପୁଲିସ ହାଉସିଂ ବୋର୍ଡ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ହିମାଂଶୁ ଲାଲ୍‌ ହେଲେ ଉତ୍ତରାଞ୍ଚଳ ଆଇଜି।

ଦୀପକ କୁମାର ହେଲେ ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି ଏବଂ ସତ୍ୟବ୍ରତ ଭୋଇ ହେଲେ ପୂର୍ବାଞ୍ଚଳ ରେଂଜ ଆଇଜି। ଆଜି ଆଇପିଏସ ସ୍ତରରେ ବଡ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes