ସୋହେଲାରେ 24 ଘଣ୍ଟାରେ 98 ମିମି ବର୍ଷା July 24, 2022 by Rameswar mahakur ଗତ 24 ଘଣ୍ଟାରେ ବରଗଡ ଜିଲ୍ଲାର ସୋହେଲାରେ 98, ବରଗଡରେ 66.8, ବରପାଲିରେ 65, ବିଜେପୁରରେ 63 ମିଲିମିଟର ବର୍ଷା ରେକର୍ଡ ହୋଇଛି l