ସାମାଜିକ ସମନ୍ବୟକୁ କ୍ଷତି ପହଞ୍ଚାଇବା ଭଳି ପୋଷ୍ଟ ନ କରିବାକୁ ସୋସିଆଲ୍ ମିଡିଆ ବ୍ୟବହାରକାରୀଙ୍କୁ ଭଦ୍ରକ ପୋଲିସ ନିବେଦନ କରିଛି।
କୌଣସି ଫଟୋ, ଅଡିଓ କିମ୍ବା ଭିଡିଓ ସେୟାର ନ କରିବାକୁ ଅପିଲ୍ ହୋଇଛି। ଏଭଳି କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦିଆଯାଇଛି।
Credible Local News of Odisha