ସୋନପୁର ଜିଲ୍ଲା ଭିନ୍ନକ୍ଷମ ବିଦ୍ୟାଳୟର ୪ ଛାତ୍ରୀଙ୍କ ଗୁଜୁରାଟ ଗସ୍ତ

ସୋନପୁର ଜିଲ୍ଲା ଭିନ୍ନକ୍ଷମ ବିଦ୍ୟାଳୟର ୪ ଜଣ ଛାତ୍ରୀ ଆଜି ସ୍ବତନ୍ତ୍ର ଅଲିମ୍ପିକ(ଫୁଟବଲ)ପାଇଁ ଗୁଜୁରାଟ ଅଭିମୂଖେ ଯାତ୍ରା କରିଛନ୍ତି।

ଡିଏସଏସଓ ଜି.ଭି ଷଡଙ୍ଗୀ ସବୁଜ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ । ଏଥିରେ ଅନୁଷ୍ଠାନରର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes