ସୋନପୁର କଲେଜକୁ ସରକାରୀ ମାନ୍ୟତା ପ୍ରଦାନ ନେଇ ଦାବିପତ୍ର

ସୋନପୁର କଲେଜକୁ ସରକାରୀ ମାନ୍ୟତା ନେଇ ଆଜି ଆଲୁମିନି ସଂଘ ପକ୍ଷରୁ ବିଧାୟକ ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes