ସୋନପୁରରେ ଦିନକରେ ୫୨ କରୋନାରେ ଆକ୍ରାନ୍ତ July 21, 2022 by Rameswar mahakur ଗତ ୨୪ ଘଣ୍ଟା ମଧ୍ୟରେ ସୋନପୁର ଜିଲ୍ଲାରେ ୫୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି l