ସୋନପୁରରେ ଦିନକରେ ୨୩ କରୋନାରେ ଆକ୍ରାନ୍ତ August 1, 2022 by Rameswar mahakur ଗତ ୨୪ ଘଣ୍ଟା ମଧ୍ୟରେ ସୋନପୁର ଜିଲ୍ଲାରେ ୨୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି l