ସୁବର୍ଣ୍ଣପୁର ଳରେ ଆଜି ୧୨ ଘଣ୍ଟିଆ କୋଶଳ ମହାବନ୍ଦର ମହା ଳପ୍ରଭାବ ଦେଖାଦେଇଛି ।
ଅଲଗା କୋଶଳ ରାଜ୍ୟ ଦାବି ନେଇ କୋଶଳ ସେନା ଓ କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ବନ୍ଦ ଡାକରା ଯୋଗୁଁ ଆଜି ସୋନପୁରରେ ସମସ୍ତ ଦୋକାନ ବଜାର ଓ ଗାଡି ଚଳାଚଳ ବନ୍ଦ ଥିବା ଦେଖିବାକୁ ମିଳିଛି ।
Credible Local News of Odisha