ଗତକାଲି ଜାଲ୍ ନୋଟ୍ ଜବତ ନେଇ ସ୍ପଷ୍ଟ କଲା କ୍ରାଇମବ୍ରାଞ୍ଚ ଏସଟିଏଫ।
ଜାଲ୍ ନୋଟ୍ ଜବତ ସହ ଉଲୁଣ୍ଡାର ଦୀପକ ମେହେର ଗିରଫ ହୋଇଛନ୍ତି।ପଡ଼ୋଶୀ ଛତିଶଗଡ଼ରୁ ଫେକ୍ ନୋଟ୍ ଆସିଥିବା ସନ୍ଦେହ କରାଯାଉଛି।
Credible Local News of Odisha