ସୈରାତ ଉତ୍ସର ଲିଜ ସକାଶେ ଟେଣ୍ତର ବିଜ୍ଞପ୍ତି

ସୋନପୁର ଜିଲ୍ଲା ବୀରମହାରାଜପୁର ତହସିଲ କାର୍ଯ୍ଯାଳୟ ତରଫରୁ ସୈରାତ ଉତ୍ସର ପାଞ୍ଚବର୍ଷିଆ ଲିଜ ସକାଶେ ପ୍ରଶାସନ ପକ୍ଷରୁ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ଜୁନ ୨୭ ଯାଏ ବିଡ ଆବେଦନ କରିପାରିବେ।

Leave a Comment

This site uses Akismet to reduce spam. Learn how your comment data is processed.

Ratha Yatra 30.6