ସୈରାତ ଉତ୍ସର ନିଲାମ ସକାଶେ ଟେଣ୍ତର ବିଜ୍ଞପ୍ତି

ରାୟଗଡା ଜିଲ୍ଲା ମୁନିଗୁଡା ତହସିଲ କାର୍ଯ୍ଯାଳୟ ତରଫରୁ ସୈରାତ ଉତ୍ସର ନିଲାମ ସକାଶେ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ଅପ୍ରେଲ ୨୭ ଯାଏ ବିଡ ଆବେଦନ କରିପାରିବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes