ସେଲ୍ଫ ଫାଇନାନ୍ସ ପାଠ୍ୟକ୍ରମ ପ୍ରସଙ୍ଗରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ

ସେଲ୍ଫ ଫାଇନାନ୍ସ ପାଠ୍ୟକ୍ରମରେ କଟକଣାକୁ ବିରୋଧ କରି ଏବଂ ସାର୍ଟିଫିକେଟ ଜାଲିଆତି ଦ୍ୱାରା ଆଡ଼ମିସନ କରିବା ପ୍ରସଙ୍ଗରେ ଆଜି ଛାତ୍ର କଂଗ୍ରେସ କର୍ମୀମାନେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଭୁବନେଶ୍ୱରସ୍ଥିତ ବାସଭବନକୁ ଘେରାଉ କରିଛନ୍ତି l

ମନ୍ତ୍ରୀ ଘରେ ନ ଥିବା ବେଳେ କର୍ମୀମାନେ ଘର ଉପରକୁ ଟମାଟୋ ମାଡ଼ କରିଥିବା ଦେଖିବାକୁ ମିଳିଛି l

Leave a Comment