ସେବାୟତଙ୍କ ବିବାଦ; ବନ୍ଦ ରହିଲା ମହାପ୍ରଭୁଙ୍କ ଚାପଖେଳ

ସୁଦୁ ସୁଆର ଓ ସିଂହାରୀଙ୍କ ମଧ୍ୟରେ ବିବାଦ ଯୋଗୁ ଚାପ ଖେଳ ବନ୍ଦ ରହିଛି। ଡଙ୍ଗାରେ ଚଢିବାକୁ ନେଇ ୨ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା।

ବିଳମ୍ବିତ ରାତି ଯାଏ ସମାଧାନ ପ୍ରୟାସ କରି ଜିଲ୍ଲାପାଳ ବିଫଳ ହୋଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes