ସେଫ୍‌ କ୍ୟାମ୍ପେନ୍‌ କରିବ ଉଚ୍ଚ ଶିକ୍ଷା ବିଭାଗ

ଯୁବପିଢ଼ିଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ରୋକିବାକୁ ଏହି ପଦକ୍ଷେପ ନିଆଯିବ କହିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସବୁ କଲେଜ ଓ ବିଶ୍ବବିଦ୍ୟାଳୟରେ ସେଫ୍‌ କ୍ୟାମ୍ପେନ୍‌ କରାଯିବ।

ଶକ୍ତିଶ୍ରୀ ସ୍କିମ୍‌ ଜରିଆରେ ସେଫ୍‌ କ୍ୟାମ୍ପେନ୍‌ କାର୍ଯ୍ୟକ୍ରମ କରାଯିବ।ଛାତ୍ରଛାତ୍ରୀଙ୍କ ମାନସିକ ସନ୍ତୁଳନ କିପରି ଠିକ୍‌ ରହିବ ପଦକ୍ଷେପ ନିଆଯିବ କହିଛନ୍ତି ମନ୍ତ୍ରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes