ସୁରେଶ ମହାପାତ୍ର ପରବର୍ତ୍ତୀ ଓଇଆରସି ଅଧ୍ୟକ୍ଷ

ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆସନ୍ତା 28 ତାରିଖରେ ଅବସର ନେଉଥିବା ବେଳେ ସେ ପରବର୍ତୀ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ -ଓଇଆରସିର ଅଧ୍ୟକ୍ଷ ହେବେ ବୋଲି ଆଜି ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes