ଗତକାଲି ଅସୁସ୍ଥ ହୋଇ ଭୁବନେଶ୍ବର ଏମ୍ସର ICUରେ ଭର୍ତ୍ତି ହୋଇଥିବା ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ନେଇ ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଛାତିରେ ଯନ୍ତ୍ରଣା ଯୋଗୁଁ ଭର୍ତ୍ତି ହୋଇଥିବା ସୂଚନା ମିଳିଛି।
Credible Local News of Odisha