ସୁମିତ କୁମାର ପୃଷ୍ଟି ହେଲେ ମ୍ୟାଟ୍ରିକ ପରୀକ୍ଷା ବ୍ଲକ ଟପ୍ପର

ଆଜି ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ କେନ୍ଦୁଝର ଜିଲ୍ଲା ପାଟଣା ତୁରୁମୁଙ୍ଗା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ସୁମିତ କୁମାର ପୃଷ୍ଟି ବ୍ଲକରେ ସର୍ବାଧିକ ୯୬.୧ ପ୍ରତିଶତ ରଖି ଟପ୍ପର ହୋଇଛନ୍ତି ।

ସେ ତୁରୁମୁଙ୍ଗା ଗାଁ ଯୁଗ ଜ୍ୟୋତି ଆରତୀ ପୃଷ୍ଟିଙ୍କ ପୁଅ। ପାଟଣା ମୁଖ୍ୟାଳୟ ସରସ୍ୱତୀ ଶିଶୁ ବିଦ୍ୟାଳୟର ରୁଦ୍ର ପ୍ରସନ୍ନ ପଲେଇ ଓ ଦେବାନନ୍ଦ ମହାନ୍ତ ଉଭୟ୯୪.୧ ପ୍ରତିଶତ ନମ୍ବର ରଖିଥିବାବେଳେ ସଙ୍ଗୀତା ପ୍ରିୟଦର୍ଶିନୀ ମହାନ୍ତ୯୨.୫ପ୍ରତିଶତ ଜି ଏନ ହାଇସ୍କୁଲ ଛାତ୍ରୀ ଦୀପିକା ମହାନ୍ତ ୯୦ ପ୍ରତିଶତ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes