ରାଜ୍ୟର ୧୫୭ ପୁରୁଷ ସୁଭଦ୍ରାରେ ଆବେଦନ କରିଥିବା ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ଆବେଦନ କରିଥିବା ୧୫୭ ପୁରୁଷଙ୍କୁ ବାଦ୍ ଦିଆଯାଇଛି। ଆଧାର କାର୍ଡର ବ୍ୟାଙ୍କ ଲିଙ୍କ୍ ଡାଟା ଆସିବା ପରେ ଜଣାପଡ଼ିଲା। ଭୁଲ୍ବଶତଃ ଆବେଦନ କରିଥିବେ, ସେମାନଙ୍କୁ ବାଦ୍ ଦିଆଯାଇଛି କହିଛନ୍ତି ପ୍ରଭାତୀ।