ସୁବଳୟା ମଣ୍ଡିରେ ରବୀଋତୁର ଧାନକିଣା ଆରମ୍ଭ

ଆଜି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ସେବା ସମବାୟ ସମିତିରେ ରବି ଋତୁର ଧାନକିଣା ଆରମ୍ଭ ହୋଇଛି l

ତେବେ ଏହି କାର୍ଯ୍ୟକ୍ରମରେ ସୁବଳୟା ଆର: ଆଇ: ଜୟଶ୍ରୀ ମେଣ୍ଡୁଳି ଓ ଗ୍ରାମସେବିକା ଭା୍ନୁପ୍ରିୟା ଭୋଇଙ୍କ ସମତେ ଚାଷୀମାନେ ଉପସ୍ଥିତ ଥିଲେ। ତେବେ ଆଜି ୫ ଜଣ ଚାଷୀଙ୍କ ଠାରୁ ୨୫୦ କୁଇଣ୍ଟାଲ ଧାନ କିଣା ଯିବାର ସୂଚନା ଦେଇଛନ୍ତି ସମ୍ପାଦକ ପବିତ୍ର ମେହେର l

Leave a Comment

This site uses Akismet to reduce spam. Learn how your comment data is processed.

Rathayatra 05.07