ଆଜି ସୁବଳୟା ସୁରୁବାଲି ଜୋର ସେତୁ ଛକଠାରେ ସୁବଳୟା ପୁଲିସ ତରଫରୁ ଜଳଛତ୍ରର ଶୁଭାରମ୍ଭ ହୋଇଛି l
ତେବେ ଏହି ଜଳଛତ୍ରକୁ ଉପଖଣ୍ଡ ପୁଲିସ ଅଧିକାରୀ ଡୋଳାମଣି ଭୋଇ ଉଦଘାଟନ କରିଥିବାବେଳେ, ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଶାନ୍ତି ଲୁହା, ଉପାଧ୍ୟକ୍ଷ ନାରଣ ଲୁହା ଓ ସୁବଳୟା ସରପଞ୍ଚ ପ୍ରୋମଦ କୁମାର ମହାପାତ୍ର ଉପସ୍ଥିତ ଥିଲେ l