ସୁବଳୟା ଧୀବାର ପଡ଼ାରୁ ଗୋଖର ନାଗସାପ ଉଦ୍ଧାର

ଆଜି ସନ୍ଧ୍ୟାରେ ସୁବଳୟା ଧୀବାର ପଡା କମ୍ଭୁ ବେହେରାଙ୍କ ଘରକୁ ଏକ ଗୋଖର ନାଗସାପ ପଶି ଆସିଥିବାବେଳେ, ସାପକୁ ଦେଖି ଘର ଲୋକ ଭୟଭୀତ ହୋଇଯାଇଥିଲେ l

ତେବେ ତୁରନ୍ତ ବରଡାକଟା ଗ୍ରାମର ସାପ ଧରାଳି ଆଶିଷଙ୍କୁ ଖବର ଦେଲା ପରେ ସେ ଆସି ସାପ ଟିକୁ ସୁରକ୍ଷିତ ଉଦ୍ଧାର କରି ନିକଟସ୍ତ ଜଙ୍ଗଲରେ ଛାଡିବା ପାଇଁ ନେଇଥିବା ସୂଚନାରୁ ପ୍ରକାଶ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes