ଗତକାଲି ରାତିରୁ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଅଂଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବା ବେଳେ ଲୋକେ ପଦାକୁ ବାହାରି ପାରୁନାହାନ୍ତିl
ବର୍ଷା ପାଇଁ ଜୀବନଯାତ୍ରା ଏକ ପ୍ରକାର ଠପ ହୋଇଯାଇଛି। କାମ ଧନ୍ଦା କରିବାକୁ ଯାଇ ପାରୁ ନାହାନ୍ତି ଶ୍ରମିକ l
Credible Local News of Odisha