ସୁବଳୟାରେ ସ୍ବାସ୍ଥ୍ୟମେଳା ଅବସରରେ ସ୍ବତନ୍ତ୍ର ଯୋଗ କାର୍ଯ୍ୟକ୍ରମ

ଆଜାଦି କା ଅମୃତ ମହୋତ୍ସବ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟାର ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଠାରେ ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ଜିଲ୍ଲା ସ୍ବାସ୍ଥ୍ୟ ସମିତି ସହାୟତାରେ ଆୟୋଜିତ ସ୍ବାସ୍ଥ୍ୟ ମେଳା-୨୦୨୨ ଅବସରରେ ସ୍ବତନ୍ତ୍ର ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes