ସୁବଳୟାରେ ସିଏଚସି ପ୍ରତିଷ୍ଠା ଦିବସ ପାଳନ

ଆଜି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ସହରରେ ସିଏଚସି ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି l

ଏହି ଅବସରରେ ସୁବଳୟା ଜଗନ୍ନାଥ ରୋଡ଼ ସ୍ଥିତ ଗ୍ରାହକ ସେବା କେନ୍ଦ୍ର ଠାରେ ଏହି କାର୍ଯ୍ୟକ୍ରମ ପାଳନ ହୋଇଥିବାବେଳେ, କାର୍ଯ୍ୟକ୍ରମରେ ଅଂଚଳର ସମସ୍ତ ସିଏଚସିର ପ୍ରତିନିଧି ଯୋଗ ଦେଇଥେଲେ l ତେବେ ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରବନ୍ଧକ ରଜନୀ ରଞ୍ଜନ ସାହୁ ଯୋଗ ଦେଇ, ଅନଲାଇନ ମାଧ୍ୟମରେ ଫସଲାବୀମା ଏବଂ ଚାଷୀ ପଞ୍ଜିକରଣ କରିବାକୁ ପରାମର୍ଶ ଦେଇଥିବା ସୂଚନାରୁ ପ୍ରକାଶ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes