ସୁବର୍ଣ୍ଣରେଖାରେ ବଡ଼ ବନ୍ୟା ଚେତାବନୀ

ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଝାଡ଼ଖଣ୍ଡର ଗାଲୁଡ଼ିହି ବ୍ୟାରେଜରେ 14 ଟି ଗେଟ ଦେଇ ସେକେଣ୍ଡକୁ 3 ଲକ୍ଷ ଘନଫୁଟ ଜଳ ନିଷ୍କାସିତ ହେଉଛି l
ଫଳରେ ଆସନ୍ତାକାଲି ସୁବର୍ଣ୍ଣରେଖାରେ ବଡ ବନ୍ୟା ଆସିବାର ଆଶଙ୍କା ଥିବା ଆଜି ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାକୁ ଚେତାବନୀ ଦିଆଯାଇଥିବା ବରିଷ୍ଠ ଅଧିକାରୀ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes