ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ଶୁଣାଣି ମାମଲା ଘୁଞ୍ଚିଲା

ଆସନ୍ତା ସୋମବାର ପୁଣି ଶୁଣାଣି ନେଇ ଦିନ ଧାର୍ଯ୍ୟ ହୋଇଛି।

ଶ୍ରୀମନ୍ଦିର ପରିଚାଳନା କମିଟିର ସତ୍ୟପାଠ ଆଜି ପାଇଛି, ଅନୁଧ୍ୟାନ ପାଇଁ ୭ ଦିନ ସମୟ ଲାଗିବ ବୋଲି ଆମିକସକ୍ୟୁରି ସର୍ବୋଚ୍ଚ କୋର୍ଟଙ୍କୁ ଜଣାଇବାରୁ ଶୁଣାଣି ଘୁଞ୍ଚିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes