ଭୁବନେଶ୍ବର ସୁନ୍ଦରପଦା ବିସ୍ଫୋରଣ ଘଟଣାରେ ଘର ମାଲିକଙ୍କ ଠାରୁ ଆରମ୍ଭ କରି ଏକାଧିକ ଲୋକଙ୍କୁ ଏନଆଇଏ ଜେରା କରୁଛି।
ଉଲ୍ଲେଖଯୋଗ୍ୟ, ସୁନ୍ଦରପଦା ନ୍ୟୁ ଆଜାଦ୍ ନଗରରେ ଛାତ ଉପରେ ବୋମା ଭିଡ଼ିଲା ବେଳେ ବୋମା ବିସ୍ଫୋରଣ ଘଟି ୫ ଜଣ ଆହତ ହୋଇଛନ୍ତି।
Credible Local News of Odisha