ସୁନ୍ଦରଗଡ଼ରେ ଦିନକରେ 261 ଜଣ କରୋନା ପଜିଟିଭ July 27, 2022 by Rameswar mahakur ଗତ 24 ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ 261 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l