ସୁନା ଗହଣା ଲୁଟିଲା ପରେ ମୁଣ୍ଡିଆ ମାରି ଲୁଟେରା ଫେରାର

ଭୁବନେଶ୍ୱର ଧଉଳି ଥାନା ଅଧୀନ ନୂଆଗାଁ ବଳରାମ ବିହାରରେ ଡକାୟତିମାନେ ଝରକା ତାଡ଼ି ଘରେ ପଶି ବୟସ୍କା ମହିଳାଙ୍କୁ ଛୁରା ଦେଖାଇ ପ୍ରାୟ ୧୫ ଲକ୍ଷ ଟଙ୍କାର ସୁନାଗହଣା ଲୁଟ କରିଛନ୍ତି।

ଏହା ପରେ ସଂପୃକ୍ତ ମହିଳାଙ୍କୁ ମୁଣ୍ଡିଆ ମାରି ଫେରାର ହୋଇଯାଇଛନ୍ତି ଲୁଟେରା । ପୁଲିସ ସିସିଟିଭି ଫୁଟେଜ ଜବତ କରି ତଦନ୍ତ କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes