ସୁନାମ ଧନ୍ୟ ରୋଷେୟା “ଦଣ୍ଠା ନନା” ଆଉ ନାହାନ୍ତି

ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଅଞ୍ଚଳର ସୁନାମଧନ୍ୟ ରୋଷେୟା ଯୁଗପୁରା ଗ୍ରାମର ଶଶୀଧର ମହାପାତ୍ର (ଦଣ୍ଠା ନନା) ଶନିବାର ଦିନ ନିଜ ବାସଭବନରେ ଇହଲୀଳା ସମ୍ବରଣ କରିଛନ୍ତି l

ସୂଚନା ମୁତାବକ ସେ ବିଗତ କିଛି ଦିନ ହେବ ରକ୍ତ କର୍କଟ ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ଥିଲେ ଓ ମୁମ୍ବାଇ ସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ l ସମଗ୍ର ଜିଲ୍ଲାରେ ଜଣେ ଦକ୍ଷ ରୋଷେୟା, ମିଷ୍ଟଭାଷୀ, ପରୋପକାରୀ ଓ ସମାଜସେବୀ ଭାବେ ବେଶ୍ ପରିଚିତ ଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes