ସୁନାପୁରସ୍ଥିତ ବ୍ଲୁ ଫ୍ଲାଗ୍‌ ବିଚ୍‌ ବୁଲି ଦେଖିଲେ ଜିଲ୍ଲାପାଳ

ଗଞ୍ଜାମ ଜିଲ୍ଲାପାଳ ଆଜି ସୁନାପୁର ସ୍ଥିତ ବ୍ଲୁ ଫ୍ଲାଗ୍‌ ବିଚ୍‌ ବୁଲି ଦେଖିଛନ୍ତି।

ଏହା ପରେ ଜିଲ୍ଲାପାଳ କହିଛନ୍ତି, କାର୍ଯ୍ୟସୂଚୀ ଅନୁଯାୟୀ କାର୍ଯ୍ୟ ଚାଲିଛି । ଆଗାମୀ ଛଅ ମାସ ମଧ୍ୟରେ କାମ ଶେଷ ହେବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes